Jump to content

ପରଖ

ଉଇକିଅଭିଧାନ‌ରୁ

ପରଖ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରୀକ୍ଷା; ପ୍ରା. ପରିକ୍ଖ)

[ସମ୍ପାଦନା]
୧. ପରୀକ୍ଷା — ୧. Test; trial; experiment.

ହୀରାର ପରଖ ନୀର—ରାଧାନାଥ. ଯଯାତି

୨. ଗୁଣ ଦୋଷର ବିବେଚନା —୨. Consideration; discrimination between right & wrong.
୩. ପରୀକ୍ଷା; ଔଷଧର ଅନୁପାନ — ୩. A vehicle for a dose of medicine.