Jump to content

ପରଖା

ଉଇକିଅଭିଧାନ‌ରୁ

ପରଖା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି(ସଂସ୍କୃତ - ପରୀକ୍ଷା)

[ସମ୍ପାଦନା]

ପରଖ; ପରୀକ୍ଷା କରିବା — Testing.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ପରୀକ୍ଷିତ —୧. Tested.
୨. ପରୀକ୍ଷାକାରୀ; ଚିହ୍ନରା —୨. Testing.

ଆପେ ଏଡ଼େ ପରଖା ଲୋକ ହେଲେ କି ଥରେ ଥରେ ଗୋପାଳ ବଳି ପଡ଼େ—ଫକୀର ମୋହନ. ଗଳ୍ପସଳ୍ପ