ପରଖାଇବା
ଦେଖଣା
ପରଖାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପରଖାଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. —(ସଂସ୍କୃତ - ପର+ଖଦ ଧାତୁ) ଅନାତ୍ମୀୟ ବ୍ୟକ୍ତି ଆପଣାର ଧନକୁ ଭୋଗ କରିବା —୧. (outsiders) To appropriate one's property or money.
- ୨. ପରଖିବାର ଣିଜନ୍ତରୂପ — ୨. Causative of Parakhibā.