ପରଖ ଦେବା
ଦେଖଣା
ପରଖ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପରଖ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପରୀକ୍ଷା ଦେବା; ପରୀକ୍ଷିତ ହେବା ପାଇଁ ଉପସ୍ଥିତ ହେବା —୧. To appear at a test.
- ୨. କୌଣସି ଔଷଧ ସେବନ କରିବା ପୂର୍ବରୁ ତହିଁରେ ମଧୁଆଦି ଅନୁପାନ ଯୋଗ କରିବା —୨. To add a vehicle before taking a medicine.