Jump to content

ପରଗନା

ଉଇକିଅଭିଧାନ‌ରୁ

ପରଗନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା, ପରଗନା; ତୁଳ ସଂସ୍କୃତ - ପରିଗଣ= ଗୃହ)

[ସମ୍ପାଦନା]

ଜିଲ୍ଲାର ରାଜସ୍ୱ; ବିଭାଗ; ପର୍ଗନ୍ନା; Fiscal subdivsion of a district; pergunna.

[ଦ୍ରଷ୍ଟବ୍ୟ —ମୁସଲମାନ ରାଜତ୍ୱରେ ଏ ରାଜସ୍ୱ ବିଭାଗ ହୋଇଥିଲା; ଏହା ଆଜି ପର୍ଯ୍ୟନ୍ତ ମଧ୍ୟ ଚଳୁ ଅଛି କେତେକଗୁଡ଼ିଏ ମଉଜାର ସମଷ୍ଟି ପରଗଣା; ଗୁଡ଼ିଏ ପରଗଣାରେ ସମଷ୍ଟି ଥାନା; ଗୁଡ଼ିଏ ଥାନାରେ ସମଷ୍ଟି ତହସିଲ; ଗୁଡ଼ିଏ ତହସିଲର ସମଷ୍ଟି ଜିଲ୍ଲା]