Jump to content

ପରଘର ପଶା

ଉଇକିଅଭିଧାନ‌ରୁ

ପରଘର ପଶା

ଉଚ୍ଚାରଣ

[ସମ୍ପାଦନା]
(ପରଘର ପଶୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ପୁଂ. (ଗାଳି)

[ସମ୍ପାଦନା]
୧. ଚୋର — ୧. Thief.
୨. ପରାନ୍ନଭୋଜୀ ବ୍ୟକ୍ତି — ୨. A hanger on.
୩. ଲମ୍ପଟ ବ୍ୟକ୍ତି —୩. An adulterer; a lecher.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେ ପରର ଗୃହରେ ପ୍ରବେଶ କରେ — Entering another person's house.