Jump to content

ପରଘର ବୁଡ଼ା

ଉଇକିଅଭିଧାନ‌ରୁ

ପରଘର ବୁଡ଼ା

ଉଚ୍ଚାରଣ

[ସମ୍ପାଦନା]
(ପରଘର ବୁଡ଼େଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ଅନ୍ୟ ବ୍ୟକ୍ତିର ସର୍ବନାଶ ଘଟାଏ —୧. Bringing about ruin to another;'s family.
୨. ଯେ ଅନ୍ୟ ବ୍ୟକ୍ତିର ପରିବାର ନାମରେ କଳଙ୍କ ରଟନା ବା ଦୋଷାରୋପ କରେ —୨. Publishing scandals regarding another's family; scadal- monger.