Jump to content

ପରଙ୍ଗ

ଉଇକିଅଭିଧାନ‌ରୁ

ପରଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ପୁରୀଜିଲା ଖୋର୍ଦ୍ଧା ସବ୍ଡିଭିଜନର ପ୍ରସ୍ତରମୟ ବା ଟାଙ୍ଗି ଅଞ୍ଚଳ —The general name of the high lands of Khurdhā Subdivision which are of a high level and watered by springs and produce good paddy crop every year.

[ଦ୍ରଷ୍ଟବ୍ୟ —ଏ ଅଞ୍ଚଳ ନିର୍ଝରବହୁଳ ଥିବାରୁ ଏଥିରେ କ୍ଷେତ୍ରମାନଙ୍କର ଝର ପାଣି ମାଡ଼େ ଓ ଭଲ ଫସଲ ହୁଏ; ବେଶି ବର୍ଷା ହେଲେ ଏ ସ୍ଥାନ ଉଚ୍ଚ ଥିବାରୁ ପାଣି ଜମା ହୋଇ ରହେ ନାହିଁ ଅତଏବ ଏ ଅଞ୍ଚଳକୁ ଧୋଇ ବା ମରୁଡ଼ି ବାଧେ ନାହିଁ]