ପରଚ
(ପରେଚ—ଅନ୍ୟରୂପ)
ଚିହ୍ମା; ପରିଚୟ — Acquaintance.
ଅର୍ଦ୍ଧ ପରଚେ ହୋଇଛି ସତ ନୋହିଛି ବେନି ଅଙ୍ଗ ମିଶିତ— ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ—
ପରିଚିତ —Acquainted.
ତୋତେ ତୁହିତ ପରଚେ ହୋଇବୁ—ପ୍ରାଚୀ. ପରଚେଗୀତା