Jump to content

ପରଚାଇବା

ଉଇକିଅଭିଧାନ‌ରୁ

ପରଚାଇବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ପରିଚୟ)

[ସମ୍ପାଦନା]
୧. ପରିଚିତ କରାଇବା — ୧. To cause to be acquainted with.
୨. ଜଣାଇବା —୨. To inform.
୩. ପଡ଼ୁଚୂଆ ଦେବା — ୩. To make sinister innuendoes.