ପରଚ୍ଛଦ
ଦେଖଣା
ପରଚ୍ଛଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରି= ସର୍ବତୋଭାବରେ+ ଛିଦ୍ ଧାତୁ= ଆଚ୍ଛାଦନ କରିବା+ କର୍ମ. ଅ)
[ସମ୍ପାଦନା]- ୧. ବେଶ; ପୋଷାକ ===
- ୨. ପରିଜନ; କୁଟୁମ୍ୱ —୨. Relative.
- ୩. ପିନ୍ଧିବା ଲୁଗା —୩. Cloth used for wearing.
- ୪. (ପରି+ ଛିଦ୍ ଧାତୁ+ ଭାବ. ଅ)—ଆଚ୍ଛାଦନ; ଘୋଡ଼ଣି; ଆବରଣ —୪. Covering.
- ୫. ଯାନ ବାହନାଦି —୫. Conveyance.
- ୬. ଅସବାବ ପତ୍ର; ଚଳନ୍ତି ସମ୍ପତ୍ତି —୬. Furnitures; fittings; goods and chattles.
- ୭. ରାଜ ଚିହ୍ନ —୭. Paraphernalia of royalty.