Jump to content

ପରଚ୍ଛନ୍ଦ

ଉଇକିଅଭିଧାନ‌ରୁ

ପରଚ୍ଛନ୍ଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପର+ଛନ୍ଦ=ଇଚ୍ଛା, ଅଭିଳାଷ; ଛ ସ୍ଥାନରେ ସନ୍ଧିଦ୍ୱାରା ଚ୍ଛ)

[ସମ୍ପାଦନା]

ପରର ଅଭିପ୍ରାୟ — Another's will or intention

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ପରବଶ; ପରାଧୀନ — Dependent on another.