ପରଚ୍ଛନ୍ଦାନୁବର୍ତ୍ତୀ
ଦେଖଣା
ପରଚ୍ଛନ୍ଦାନୁବର୍ତ୍ତୀ
ଉଚ୍ଚାରଣ
[ସମ୍ପାଦନା](ପରଚ୍ଛନ୍ଦାନୁବର୍ତ୍ତିନୀ—ସ୍ତ୍ରୀ) (ପରଚ୍ଛନ୍ଦାନୁବର୍ତ୍ତିତା—ବି)
ସଂସ୍କୃତ - ବିଶେଷଣ - ପୁଂ. (ପରଚ୍ଛନ୍ଦ+ଅନୁବର୍ତ୍ତିତ;=ପରଚ୍ଛନ୍ଦାନୁ— ବର୍ତ୍ତିନ୍, ୧ମା.୧ବ)
[ସମ୍ପାଦନା]- ୧. ପରାଧୀନ —୧. Dependent on another.
- ୨. ଯେ ପରର ମନ ଜଗି କାମ କରେ — ୨. Acting according to the pleasure or dictates of another.
- ୩. ଖୋସାମଦିଆ —୩. Sycophant; flattering.