Jump to content

ପରଚ୍ଛିଦ୍ର

ଉଇକିଅଭିଧାନ‌ରୁ

ପରଚ୍ଛିଦ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପର+ଛିଦ୍ର; ଲନ୍ଧ ଯୋଗୁଁ 'ଛ' ସ୍ଥାନରେ 'ଚ୍ଛ')

[ସମ୍ପାଦନା]
୧. ଅନ୍ୟବ୍ୟକ୍ତିଙ୍କର ଦୋଷ — ୧. Other people's faults or weak points.
୨. ଅନ୍ୟ ବ୍ୟକ୍ତିର ଗୁପ୍ତ କଥା — ୨. The secrets of others.