ପରଛିଦ୍ର
ଦେଖଣା
ପରଛିଦ୍ର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପରଛିଦ୍ର
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରଛିଦ୍ର)
[ସମ୍ପାଦନା]- ୧. ପରର ଦୋଷ — Other peoples' faults or weak points.
ତହିଁ କି ଶକୁନ୍ତଳା ବୋଇଲ ରାଜନ ପରଛିଦ୍ର ସୋରିଷ ପ୍ରମାଣେ ଥିଲେ ଘେନ କୃଷ୍ଣସିଂହ. ମହାଭାରତ ଆଦି
- ୨. ପରର ଗୁପ୍ତ କଥା —୨. Other peoples' secrets.