ପରଜ
ଦେଖଣା
ପରଜ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରାଜିକା)
[ସମ୍ପାଦନା]ସଂଗୀତର ରାଗବିଶେଷ — A musical tune.
[ଦ୍ରଷ୍ଟବ୍ୟ —ଏହା ଗାନ୍ଧାର, ଧନାଶ୍ରୀ ଓ ମାରୁ ରାଗ ମିଳନରେ ଜାତ ରାତ୍ରି ୧୧: ଦଣ୍ଡ ଠାରୁ ୧୫: ଦଣ୍ଡ ପର୍ଯ୍ୟନ୍ତ ଏହା ଗେୟା ଏଥିରେ ହିନ୍ଦୋଳରାଗର ସହଚରୀ—ହିନ୍ଦୀ - ଶ.]
(ପରଜା—ସସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ପର+ଜନ୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ପରଠାରୁ ଜାତ — Born of another.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ପରଞ୍ଜ (ଦେଖ) - —Paran̄ja (See)