Jump to content

ପରଜା

ଉଇକିଅଭିଧାନ‌ରୁ

ପରଜା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ପ୍ରଜା)

[ସମ୍ପାଦନା]
୧. ଇରତ; ପ୍ରଜା — ୧. Tenant; subject; royat.

ହସ୍ତିନାକୁ ଆସିଲେ ସମସ୍ତ ପରଜା କୃଷ୍ଣସିଂହ. ମହାଭାରତ. ବନ

୨. ପରଝା (ଦେଖ) - —୨. Parajhā (See)
୩. ଗୋଣ୍ଡୀ ଭାଷାରେ ଏକ ଭାଖା — ୩. A dialect of the Goṇḍī language.
୪. ବିଶାଖାପାଟଣାରେ ଜୟପୁର ଆଦି ମାଳ ଅଞ୍ଚଳମାନଙ୍କରେ ବାସ କରୁଥିବା ଓଡ଼ିଆଭାଷୀ ଅନାର୍ଯ୍ୟ ଜାତିବିଶେଷ — ୪. A non-aryan people living in the agency tracts of Vizag district.

[ଦ୍ରଷ୍ଟବ୍ୟ —ଏମାନଙ୍କ ସଂଖ୍ୟା ବିଶାଖପାଟଣା ଜିଲାର ଲୋକସଂଖ୍ୟାର ଶତକାଡ଼ା ୫]

୫. ବସ୍ତରେ ଅଞ୍ଚଳର କୃଷକ ଜାତିବିଶେଷ — ୫. A caste of agriculturists in bastar.