ପରଞ୍ଜା
ଦେଖଣା
ପରଞ୍ଜା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ଘର ତିଆରି ସମୟରେ କାଠିଆଦିକୁ ଚାଳକୁ ଉଠାଇ କାମ କରିବା ପାଇଁ ତିଆରି କରା— ଯିବା ଭାଡ଼ି ବା ମଞ୍ଚା —A temporary platfrom or scaffolding made of planks to enable workmen to work high up in side the thatchframe.
ସଂସ୍କୃତ - ବିଶେଷ୍ୟ - (ପରଂ=ପରକୁ+ଜି ଧାତୁ=ଜୟ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ତେଲି ଘଣା (ପ୍ରକୃତିବାଦ) —୧. Oil mill.
- ୨. ଛୁରୀର ଦାଢ଼ —୨. Sharp edge of knife.
- ୩. ଫେଣା —୩. Froth; foam.
ପରଞ୍ଜା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ଚାଳ ଘରର ରୁଅ; ରୁଅ — Rafters of a thatched house.