Jump to content

ପରଣ

ଉଇକିଅଭିଧାନ‌ରୁ

ପରଣ

ଉଚ୍ଚାରଣ

[ସମ୍ପାଦନା]

(ପହରଣ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରିଧାନ

[ସମ୍ପାଦନା]
୧. ପରିଧାନ; ପିନ୍ଧିବା — ୧. Wearing.
୨. ପିନ୍ଧା; ପିନ୍ଧିବା ଲୁଗା — ୨. Cloths worn.
୩. ଲୁଗା ପିନ୍ଧିବାର ଢଙ୍ଗ — ୩. Mode of wearing cloth or dressingo.