Jump to content

ପରତଳା

ଉଇକିଅଭିଧାନ‌ରୁ

ପରତଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଚମଡ଼ାର ବା କନାର ଯେଉଁ ପଟୀ କାନ୍ଧ ବାଟେ ଅଣ୍ଟା ପର୍ଯ୍ୟନ୍ତ ପଇତା ପରି ଲମ୍ୱି ଥାଏ ଓ ଯହିଁରେ ତରବାରୀ ଓ ସଙ୍ଗୀନ୍ ଆଦି ଲଟକା ଯାଏ — ୧. A leathern or cloth band or strap which is worn along one shoulder and reaches the other side of the waist and from which a sword is supended; a shoulder-belt.
୨. ପିଆଦାଙ୍କ ହୋବା —୨. Peon's badge or belt.