Jump to content

ପରତ୍ର

ଉଇକିଅଭିଧାନ‌ରୁ

ପରତ୍ର

ଉଚ୍ଚାରଣ

[ସମ୍ପାଦନା]

(ଅତ୍ର—ବିପରୀତ)

ସଂସ୍କୃତ - କ୍ରି. ବିଶେଷଣ - (ପର+ସ୍ଥାନାଧିକରଣାର୍ଥେ. ତ୍ର)

[ସମ୍ପାଦନା]
୧. ଅନ୍ୟତ୍ର; ଅନ୍ୟ ସ୍ଥାନରେ —୧. Elsewhere.
୨. ପରକାଳରେ — ୨. In future; after death.
୩. ପରେ; ଭବିଷ୍ୟତରେ —୩. Hereafter.