ପରତ୍ୱ
ଦେଖଣା
ପରତ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପର୍+ଭାବ+ଭାବାର୍ଥରେ ତ୍ୱ)
[ସମ୍ପାଦନା]- ୧. ପ୍ରଭେଦ — ୧. Defference.
- ୨. ଶତ୍ରୁତା —୨. Hostility.
- ୩. ଅନାତ୍ମତ୍ୱ —୩. The state of being foregin or strange.
- ୪. (ନ୍ୟାୟଶସ୍ତ୍ର) ସାଧାରଣ ଗୁଣର ପ୍ରକାର; ବହୁଦେଶଗତ ଓ ବହୁକାଳଗତ ଗୁଣ —୪. (Logic) Nature of common or generic property (Howells).
- ୫. ଦୂରତ୍ୱ; ଦୂରାସ୍ଥିତି —୫. Remoteness.