ପରଦାନସିନ୍
ଦେଖଣା
ପରଦାନସିନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫା)
[ସମ୍ପାଦନା]- ୧. ଯେ (ଅନ୍ତପୁରବାସିନୀ ସ୍ତ୍ରୀ) ସର୍ବଦା ପରଦା ପଛଆଡ଼େ ଲୋକଚକ୍ଷୂର ଅନ୍ତରାଳରେ ରହେ; ଅବରୋଧବବାସିନୀ; ଅସୂର୍ଯ୍ୟଂପଶ୍ୟା; ଅନ୍ତପୁର— ବାସିନୀ —୧. Living behind the curtain; confined to the female compartments; confined in the Zenana.
- ୨. ଯେଉଁ ସ୍ତ୍ରୀ ସର୍ବସାଧାରଣରେ ବାହାରକୁ ବାହାରନ୍ତି ନାହିଁ — ୨. (a woman) Who deos not come out in public.