Jump to content

ପରଦା ଖୋଲ୍

ଉଇକିଅଭିଧାନ‌ରୁ

ପରଦା ଖୋଲ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯାହାର ଗୁପ୍ତ ରହସ୍ୟ ଉଦ୍ଘାଟିତ ହୋଇ ଥାଏ —୧. having the myster cleared up.
୨. ଯାହାର ଆବରଣ ଉନ୍ନୂକ୍ତ ହୋଇ ଥାଏ — ୨. Having the curtain lifted up; unvieled.
୩. ସର୍ବତ୍ର ପ୍ରକାଶିତ —୩. Published broadcast.