ପରଦା ବାନ୍ଧିବା
ଦେଖଣା
ପରଦା ବାନ୍ଧିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପରଦା ବାନ୍ଧିବା
|
[ପରଦା ଟାଣିବା, ପରଦା ପକା(କେ)ଇବା—ଅନ୍ୟରୂପ]
ଦେଶଜ - କ୍ରିୟାପଦ - (ଲକ୍ଷଣାର୍ଥ)
[ସମ୍ପାଦନା]- ୧. ଗୋପନ କରିବା; ଲୁଚାଇବା —୧. To conceal.
- ୨. ସଂଯତ କରିବା —୨. To control; to check; to restrain.
- ୩. କୌଣସି ବିଷୟକୁ ଗୁପ୍ତ ରଖିବା — ୩. To keep any matter secret.