ପରନ୍ତପ
ଦେଖଣା
ପରନ୍ତପ
ଉଚ୍ଚାରଣ
[ସମ୍ପାଦନା](ପରଂତପ—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ପୁଂ. (ପରଂ=ଶତ୍ରୁକୁ+ତପ୍ ଧାତୁ= ତାପ ଦେବା +କର୍ତ୍ତ. ଅ)
[ସମ୍ପାଦନା]- ୧. ଶତ୍ରୁର ପୀଡ଼ାଦାୟକ (ବ୍ୟକ୍ତି) — ୧. Oppresive to the enemy.
- ୨. ଜିତେନ୍ଦ୍ରିୟ — ୨. Self-denying; self-controlled.
ସଂସ୍କୃତ - ବିଶେଷ୍ୟ - (ନାମ)
[ସମ୍ପାଦନା]- ୧. ମଗଧର ଜନୈକ ରାଜା — ୧. Name of a king of Magadha.
- ୨. ତାମସ ମନୁଙ୍କର ଏକ ପତ୍ର — ୨. Name of a son of Tāmasa Manu.