ପରପଞ୍ଚ
ଦେଖଣା
- ମାୟା
- ବଞ୍ଚନା
- ହଟହଟା
- ଅମଙ୍ଗଳ
- କପଟତା
ବିଶେଷଣ (ଦେଶଜ)
[ସମ୍ପାଦନା]- ଅମଙ୍ଗୁଳିଆ; ଅଶୁଭ
- କଦାକାର; ବିକଟ; ଅସୁନ୍ଦର; କୁତ୍ସିତ
- ମନ୍ଦ
- ଅତି ଦୁଷ୍ଟ; ଧୂର୍ତ୍ତ
- କପଟୀ; ମାୟାବୀପରପଞ୍ଚ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପରପଞ୍ଚ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରମଞ୍ଚ=ଭ୍ରମ; ବଞ୍ଚନା)
[ସମ୍ପାଦନା]- ୧. ମାୟା —୧. Delusion.
- ୨. ବଞ୍ଚନା —୨. Cheating; fraud.
- ୩. ହଟହଟା —୩. Awkward position.
- ୪. ଅମଙ୍ଗଳ —୪. Evil.
- ୫. କପଟତା —୫. Hypocricy.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଅମଙ୍ଗୁଳିଆ; ଅଶୁଭ — ୧. Unpropitious; inauspicious.
- ୨. କଦାକାର; ବିକଟ; ଅସୁନ୍ଦର; କୁତ୍ସିତ — ୨. Ugly.
ଯାଇଥିଲି ମଞ୍ଚ, ଦେଖି ଅଇଲି ପରମଞ୍ଚ—ତଗ
- ୩. ମନ୍ଦ —୩. Bad; evil.
- ୪. ଅତି ଦୁଷ୍ଟ; ଧୂର୍ତ୍ତ —୪. Very wicked.
- ୫. କପଟୀ; ମାୟାବୀ —୫. Deceptive; illusive.