ପରପାନକ
ପଣା; ସୁସ୍ୱାଦୁ ପାନୀୟବିଶେଷ — Syrup; sherbat.
ପରପାନକ ସ୍ୱାଦୁ ଭାଷି ଭାଷିଲେ ହସିବେ ବାମା ଗୋପର ଅଭିମନ୍ୟୁ. ଦିଗ୍ଧଚିନ୍ତାମଣି