Jump to content

ପରପୂର୍ବା

ଉଇକିଅଭିଧାନ‌ରୁ

ପରପୂର୍ବା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବହୁବ୍ରୀହ; ପର+ପୂର୍ବ+ସ୍ତ୍ରୀ. ଆ)

[ସମ୍ପାଦନା]

ପୂର୍ବେ ଅନ୍ୟ ସ୍ୱାମୀକୁ ବିବାହ କରିଥିବା ସ୍ତ୍ରୀ; ଯେଉଁ ସ୍ତ୍ରୀର ବର୍ତ୍ତମାନ ସ୍ୱାମୀଙ୍କ ଛଡ଼ା ଆଉ ଜଣେ ସ୍ୱାମୀ ଥିଲେ — A woman previously married to another; a woman who has had a former husband.

[ଦ୍ରଷ୍ଟବ୍ୟ —ପରପୂର୍ବା ଦୁଇ ଶ୍ରେଣୀର, ଯଥା, କ୍ଷତା (ଯେ ପ୍ରଥମ ସ୍ୱାମୀର ସହବାସ କରିଥାଏ) ଓ କ୍ଷମତା (ଯେ ପ୍ରଥମ ସ୍ୱାମୀର ସହବାସ କରି ନ ଥାଏ)]