ପରବ
ଦେଖଣା
ପରବ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପର୍ବ)
[ସମ୍ପାଦନା]- ୧. ବ୍ରତାଦି ଧର୍ମୋତ୍ସବ — ୧. Religious festival.
- ୨. ଉତ୍ସବ —୨. Festival.
- ୩. (ପଦ୍ୟ) ପୂର୍ଣ୍ଣିମା —୩. Full moon day.
ପ୍ରାଣବନ୍ଧୁ ଗରବ କାହିଁକରେ, ପରବ ଚନ୍ଦ୍ରମା ଚିତ୍ତେ କବିସୂର୍ଯ୍ୟ. ସଙ୍ଗୀତ
- ୪. ଧୂମ୍ ଧାମ୍ —୪. Ado.
- ୫. ମଉଚ୍ଛବ; ଭୋଜୀ —୫. Feast.
- ୬. ଆଶ୍ୱିନ ମାସର ଦୁର୍ଗାପୂଜା —୬. Durgā pūjā performed during the mounth of Āṡwina.
- ୭. ମହାଭାରତ ଗ୍ରନ୍ଥର ଖଣ୍ଡ (ସଂଖ୍ୟାରେ ୧୮: ଟି) — ୭. A volume of the Mahābhārata.
ଶୁଣ ଏହାଙ୍କର ପରବ ସଂଗ୍ରହ, ଆହିଟି କରି ପାରେ ପାତକ ନିଗ୍ରହ—କୃଷ୍ଣସିଂହ. ମହାଭାରତ. ଆଦି
- ୮. ଅମାବାସ୍ୟା —୮. The new moon.
[ଅଷ୍ଟମୀ, ପୂର୍ଣ୍ଣିମା, ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ସଂକ୍ରାନ୍ତି ଏହି ସବୁ ଦିନକୁ ପର୍ବ ବୋଲାଯାଏ
- ୯. ମୁଖାଦିର ଭଙ୍ଗୀ — ୯. Bodily gesture or expression.
ଶ୍ରୀମଖ ପରବକୁ ହୀନ କର କବିସୂର୍ଯ୍ୟ. ସଙ୍ଗୀତ