ପରବଶ
ଦେଖଣା
ପରବଶ
ଉଚ୍ଚାରଣ
[ସମ୍ପାଦନା][ପରବେଶା(ଶ୍ୟା)—ସ୍ତ୍ରୀ]
[ପରବଶ(ଶ୍ୟ)ତା—ବିଶେଷ୍ୟ]
ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍; ପର+ବଶ; ବଶ୍ୟ=ବଶୀଭୂତ)
[ସମ୍ପାଦନା]- ୧. ପରତନ୍ତ୍ର; ପରାଧୀନ —Dependent an another; under the domination of another.
- ୨. ଅଧୀନ; ଅତିରିକ୍ତ ରୂପ ଆସକ୍ତ —୨. Subject to; addicted to dominated by.
[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ ହୁଏ; ଯଥା—କ୍ରୋଧ— ପରବଶ; କାମପରବଶ]