Jump to content

ପରବାସ

ଉଇକିଅଭିଧାନ‌ରୁ

ପରବାସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ପର+ବସା)

[ସମ୍ପାଦନା]

ଅନ୍ୟ ବ୍ୟକ୍ତିର ବାସସ୍ଥାନ —Another's house.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପ୍ରବାସ)

[ସମ୍ପାଦନା]

ପ୍ରବାସ; ବିଦେଶବାସ — Residence in a foreign country; sojournment.

କେଉଁଠାରେ କରିଣ ଥିଲ ପରବାସ କୃଷ୍ଣସିଂହ. ମହାଭାରତ ବନ