Jump to content

ପରବେଶ ହେବା

ଉଇକିଅଭିଧାନ‌ରୁ

ପରବେଶ ହେବା

ଉଚ୍ଚାରଣ

[ସମ୍ପାଦନା]

(ପରବେଶିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - କ୍ରି. (ସଂସ୍କୃତ - ପ୍ରବେଶ)

[ସମ୍ପାଦନା]
୧. ପ୍ରବେଶ କରିବା; ପ୍ରବିଷ୍ଟ ହେବା —୧. To enter.
୨. ଉପସ୍ଥିତ ହେବା — ୨. To arrive; to be in attendance.

ପାଣ୍ଡବଙ୍କ କାର୍ଯ୍ୟରେ ସକଳ ପ୍ରକାରେ ସେ ହରି ପରବେଶ ହେଳେ ନିରନ୍ତରେ କୃଷ୍ଣସିଂହ. ମହାଭାରତ. ଆଦି