Jump to content

ପରବ୍ୟଥା

ଉଇକିଅଭିଧାନ‌ରୁ

ପରବ୍ୟଥା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଆଧୁନିକ ଚିକିତ୍ସା ଶାସ୍ତ୍ରରେ ବ୍ୟବହାର; ଇଂରାଜିର ଅନୁବାଦ)

[ସମ୍ପାଦନା]

ପ୍ରସବ ବାସିଦିନ କିମ୍ୱା ତା ପରେ ପ୍ରସବବେଦନା (ଶୁଳ) ପରି ଅନୁଭୂତ ହେବା ବେଦନା —Afterpain.

[ଦ୍ରଷ୍ଟବ୍ୟ —ଜରାୟୂଭିତରେ ରକ୍ତ ଜମିଥିଲେ କିମ୍ୱା ପୁଲର କୌଣସି ଅଂଶ ଛିଣ୍ଡି ପେଟ ମଧ୍ୟରେ ରହିଗଲେ ଏପରି ବେଦନା ହୁଏ— (ରାଜକିଶୋର, ପ୍ରସୂତିଚର୍ଯ୍ୟା)]