Jump to content

ପରଭାଗ

ଉଇକିଅଭିଧାନ‌ରୁ

ପରଭାଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (କର୍ମଧା; ପର+ଭାଗ)—ଶ୍ରେଷ୍ଠାଂଶ — ୧. Chief part.
୨. ଉତ୍କର୍ଷ —୨. Excellence; pre-eminence.
୩. ପରବର୍ତ୍ତୀ ଅଂଶ —୩. Next part.
୪. ଉତ୍ତରାଂଶ; ଶେଷଭାଗ —୪. Last part; latter part.
୫. (୬ଷ୍ଠୀ ତତ୍)—ଅନ୍ୟ ବ୍ୟକ୍ତିର ଅଂଶ — ୫. The portion of another.