Jump to content

ପରଭାତ

ଉଇକିଅଭିଧାନ‌ରୁ

ପରଭାତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ପ୍ରଭାତ) ପ୍ରଭାତ; ସକାଳ — ୧. Morning.
୨. (ସଂସ୍କୃତ - ପର+ଭକ୍ତ) ପରାନ୍ନ; ଅନ୍ୟବ୍ୟକ୍ତିର ଖାଦ୍ୟ — ୨. Another person's food.
୩. ପରପ୍ରଦତ୍ତ ଅନ୍ନ —୩. Food given by another person.


ତୁମ୍ଭଙ୍କୁ ଜାତି କରି ପରହିତ ଖାଇ ଯା ଜୀଇଛି ମୋ ଅଭାଗ୍ୟ ଏଥୁ ନାହିଁ କୃଷ୍ଣସିଂହ. ମହାଭାରତ ଉଦ୍ଯୋଗ