ପରଭୂତ
ଦେଖଣା
ପରଭୂତ
ଉଚ୍ଚାରଣ
[ସମ୍ପାଦନା](ପରଭୃତା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (୩ୟା ତତ୍; ପର=ଅନ୍ୟ କର୍ତ୍ତକ+ଭୃତ= ପାଳିତ)
[ସମ୍ପାଦନା]କୋକିଳ —Cuckoo.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରପୁରୁଷ; ଉପନାୟକ — ୧. Paramour illicit lover.
ବେଶ୍ୟା ପରି ଚୂତ ପରେ ପରଭୃତ ବସାଇ ଗୀତ ଗୁଆଇ ଯେ ଭଞ୍ଜ. ବୈଦେହୀଶବିଳାସ
- ୨. ଦୂତ —୨. Messenger.
ବିଶେଷରେ ମନ୍ଦ ତନୟ ନ କରି ପରଭୃତ ନାମୋଦୟ ଭଞ୍ଜ, ବୈଦେହୀଶବିଳାସ
ଦେଶଜ - ବିଶେଷଣ -
[ସମ୍ପାଦନା]ଅତ୍ୟନ୍ତ; ମହତ୍ —Great.
ବିଳସନ୍ତି ପରଭୃତ ଭ୍ରମରେ, ବରହୀସ୍ଥିତ ଯହିଁ ମଧ୍ୟରେ ଭଞ୍ଜ. ବୈଦେହିଶବିଳାସ