Jump to content

ପରମ

ଉଇକିଅଭିଧାନ‌ରୁ

ପରମ

ଉଚ୍ଚାରଣ

[ସମ୍ପାଦନା]
(ପରମା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - (ପର=ଉତ୍ତମ, ଶ୍ରେଷ୍ଠ+ମା ଧାତୁ=ମାପିବା+କର୍ତ୍ତ. ଅ)

[ସମ୍ପାଦନା]
୧. ସମଧିକ; ସର୍ବୋଚ୍ଚତମ —୧. Highest; supreme.
୨. ପ୍ରଥମ; ଆଦ୍ୟ —୨. First; primary.
୨. ଚରମ —୩. Final.
୪. ପ୍ରଧାନ; ଶ୍ରେଷ୍ଠ —୪. Best; superior; chief.
୫. ମହତ୍ —୫. Great.
୬. ଅତ୍ୟନ୍ତ —୬. Extreme; excessive.
୭. ମହତ୍ତମ —୭. Greatest.
୮. ପ୍ରକୃତ —୮. Actual; true.

ବିଣରବିଶେଷଣ -

[ସମ୍ପାଦନା]

ଅତ୍ୟନ୍ତ —Very; excessively; profoundly.

(ଯଥା—ପରମ ପରିତୁଷ୍ଟ)

[ଦ୍ରଷ୍ଟବ୍ୟ —ପରମ ଶବ୍ଦ ବିଶେଷଣ ଓ ବିଣରବିଶେଷଣ - ରୂପେ ନାନା ଶବ୍ଦ ପୂର୍ବେ ବ୍ୟବହୃତ ହୁଏ, ଯଥା—ପରମଦୁଃଖ; ପରମଦୁଃଖିତ; ପରମକ୍ରଦ୍ଧ; ପରମଦୁର୍ମୋଧାଃ; ପରମପ୍ରୀତ; ପରମପ୍ରୀତି; ପରମ ସନ୍ତୁଷ୍ଟ; ପରମଭାସ୍ୱର; ପରମମନ୍ୟୁମାନ୍, ପରମମହାନ; ପରମବ୍ୟୋମ୍ନିକ; ପରମଶୋଭନ; ପରମସମ୍ମତ; ପରମାଙ୍ଗନା; ପରମାର୍ତ୍ତା]

କ୍ରି.ବିଶେଷଣ -

[ସମ୍ପାଦନା]
୨. ଅତ୍ୟନ୍ତ —୧. Very; much; extremely.
୨. ସମଧିକରୂପ —୨. Highly; greatly.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଶିବ (ହିନ୍ଦୀ - ଶ) —୧. Ṡiba.
୨. ବିଷ୍ଣୁ (ହିନ୍ଦୀ - ଶ) —୨. Bishṇu.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପରମାତ୍ମା; ମନୁଷ୍ୟଠାରେ ଈଶ୍ୱରସତ୍ତା — The Divine particle or soul in man.

ଜୀବ ପରମ ବେନି ଅଂଶ ଏ ବଦ୍ଧ ମୁକ୍ତିରେ ପ୍ରବେଶ ଭୂପତି, ପ୍ରେମପଞ୍ଚାମୃତ