ପରମା
ଦେଖଣା
ପରମା
ଉଚ୍ଚାରଣ
[ସମ୍ପାଦନା](ପରମି, ପରମୁ—ଆଦରାର୍ଥକ ରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ପରମ+ସ୍ତ୍ରୀ. ଆ)
[ସମ୍ପାଦନା]'ପରମର' ସ୍ତ୍ରୀଲିଙ୍ଗ — Feminine of 'Parama'
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଚବ୍ୟ (ହିନ୍ଦୀ - ଶ.) —Piper Chaba.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପରମାନନ୍ଦ ଅନାଦରାର୍ଥକ ଡାକ ନାମ — Name by which a person named Paramānanda is called.