Jump to content

ପରମାଣିକ

ଉଇକିଅଭିଧାନ‌ରୁ

ପରମାଣିକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରମାଣିକ)

[ସମ୍ପାଦନା]
୧. ଜାତିର ପ୍ରଧାନ ବ୍ୟକ୍ତି — ୧. The headman of a caste.

ଆଉ ଆଉ ହାଟୁଆ ଜାତିଙ୍କ ପରି ତନ୍ତିମାନଙ୍କର ମଧ୍ୟ ଜଣେ ପରିମାଣକ ଅଛନ୍ତି ଫକୀରମୋହନ ଛମାଣ ଆଠଗୁଣ୍ଠ

୨. ତନ୍ତିମାନଙ୍କ ଉପାଧିବିଶେଷ — ୨. Family-title of some weavers.
୩. ତନ୍ତିସମାଜର ପ୍ରଧାନ ବ୍ୟକ୍ତିର ଉପାଧି — ୩. A title of the headman amongst weavers.
୪. ଭଣ୍ଡାରି ଜାତିର ମୁଖ୍ୟବ୍ୟକ୍ତିର ଉପାଧି — ୪. A title of the headman of the barber cast.