ପରମାଣିବା
ଦେଖଣା
ପରମାଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - (ପଦ୍ୟ)କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ପରିମାଣ) ପରମାଣିବା (ଦେଖ) - ୧. Paramāṇibā (See)
ହେତୁକର ଅଚ୍ୟୁତ ବଚନ ପରମାଣି—ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା
- ୨. (ସଂସ୍କୃତ - ପ୍ରମାଣ) ପ୍ରମାଣ ରୂପେ ଗ୍ରହଣ କରିବା — ୨. To accept as avidence.
- ୩. ସ୍ୱୀକାର କରିବା —୩. To agree.
ପରମାଣିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ପରିମାଣ)
[ସମ୍ପାଦନା]- ୧. ମାପ ସ୍ଥିର କରିବା —୧. Too ascertain or determine the measure of.
ଲକ୍ଷ ଅଲକ୍ଷ ଯେତେ ପ୍ରାଣୀ ବୋଧ ବିଚାରେ ପରିମାଣି ଜଗନ୍ନାଥ—ଭାଗବତ
- ୨. ନିର୍ଦ୍ଦେଶ କରିବା; ବ୍ୟବସ୍ଥା କରିବା — ୨. To indicate; to lay down.
- ୩. ରଚନା କରିବା —୩. To compose.
ନିର୍ମ୍ମଳ ଭାଗବତ ବାଣୀ, ଭାଷା ସୁଗନ୍ଧେ ପରିମାଣ ଜଗନ୍ନାଥ—ଭାଗବତ
- ୪. ବିଚାରିବା — ୪. To think, to keep in view.
କିବା ଉଦ୍ୟମ ପରିମାଣ ଅଇଲେ ଆମ୍ଭେ ତ ନ ଜାଣି ଜଗନ୍ନାଥ—ଭାଗବତ