ପରମାନନ୍ଦ
ଦେଖଣା
ପରମାନନ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (କର୍ମଧାରୟ; ପରମ+ଆନନ୍ଦ)
[ସମ୍ପାଦନା]- ୧. ଅତ୍ୟନ୍ତ ଆନନ୍ଦ —୧. Supreme delight or bliss; highset felicity.
- ୨. ଅଖଣ୍ଡାନନ୍ଦ; ଚିରସ୍ଥାୟୀ ସୁଖ — ୨. Permanent bliss; eternal happiness.
- ୩. ପରମେଶ୍ୱର —୩. God; the Supreme Being.
- ୪. ଶ୍ରୀକୃଷ୍ଣ —୪. Ṡrīkṛushṇa.
ପରମାନନ୍ଦଙ୍କୁ ପଚାରିବୁ ଦୂତୀ ପ୍ରୀତିହୀରା ବନ୍ଧା ନେଲେ—ସଙ୍ଗୀତ
ଦେଶଜ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ — Name given to males.
ଦେଶଜ - ବିଶେଷଣ -
[ସମ୍ପାଦନା]ପରମ ଆନନ୍ଦିତ —Highly pleased.
ପରମାନନ୍ଦ ହେଲେ ବ୍ରହ୍ମା—ଭୂପତି. ପ୍ରେମପଞ୍ଚାମୃତ