Jump to content

ପରମାର

ଉଇକିଅଭିଧାନ‌ରୁ

ପରମାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅଗ୍ନିକୂଳର ଅନ୍ତର୍ଗତ ରାଜପୁତ ଜାତିବିଶେଷ — A sect of Rajputs.

[ଦ୍ରଷ୍ଟବ୍ୟ —ଏମାନେ ମାଲବରେ ରାଜତ୍ୱ କରୁଥିଲେ ]