Jump to content

ପରମାୟୁ

ଉଇକିଅଭିଧାନ‌ରୁ

ପରମାୟୁ

ଉଚ୍ଚାରଣ

[ସମ୍ପାଦନା]

ପରମାୟୁଷ, ପରମାଇଷଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପରମାୟୁସ୍)

[ସମ୍ପାଦନା]

ପରମାୟୁଃ (ଦେଖ) - Paramāyuḥ (See)

[ଭିନ୍ନ ଭିନ୍ନ ଜୀବଙ୍କ ପରମାୟୁ ସମ୍ୱନ୍ଧରେ ନିମ୍ନଲିଖିତ ପ୍ରବଚନ ଅଛି; ଯଥା— ନରକୁଞ୍ଜର ବିଶାଶଏ (୧୨: ବର୍ଷ) ତିନି ପନ୍ଦରେ ଘୋଡ଼ା କ୍ଷୟେ (୪୫: ବର୍ଷ) ଗୋରୁ ଚବିଶ, କୁକୁର ବାଆର ତିନିଶ ବର୍ଷରେ ମରେ କିମ୍ଭୀର ଛଅଶ ଶାଗୁଣା, ନଅଶ କୁଆ ବାୟା ହେଲେ ମରେ ବିଲୁଆ

ଜ୍ୟୋତିଷ ମତରେ ମନୁଷ୍ୟର ପରମାୟୁ ବିଶାଶହେ ବର୍ଷ ମଧ୍ୟରୁ ଜନ୍ମ ନକ୍ଷତ୍ରଦ୍ୱାରା ଦଶାଗଣାକ୍ରମେ ରବିଦଶା ୬, ଚନ୍ଦ୍ର ୧, ମଙ୍ଗଳ ୭, ରାହୁ ୧୮: , ବୃହସ୍ପତି ୧୬: , ଶନି ୧୯: , ବୁଧ, ୧୭: , କେତୁ ୭ ଓ ଶୁକ୍ର ୨ ବର୍ଷ, ଏପରି ଭୋଗ ହୁଏ]