ପରମାୟୁଃ
ଦେଖଣା
ପରମାୟୁଃ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପରମ+ଆୟୁସ୍)
[ସମ୍ପାଦନା]- ୧. ପ୍ରାଣୀର ଜୀବନ—କାଳ; ଆୟୁଷ —୧. Duration or span of life of an animals; life time.
- ୨. କୌଣସି ଜାତୀୟ ପ୍ରାଣୀର ଜୀବନକାଳର ସର୍ବୋଚ୍ଚ ସୀମା — ୨. Longest period of life attined by any class of animals.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଯେ ବହୁକାଳ ଜୀବିତ ରହିଅଛି — Reaching to a very advance age. (M.W.).