ପରମୀକରଣ ମୁଦ୍ରା
ଦେଖଣା
ପରମୀକରଣ ମୁଦ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦେବତାଙ୍କୁ ଆହ୍ୱାନ କରିବା ଉପଲକ୍ଷରେ ତାନ୍ତ୍ରିକ ଦେବପୂଜାରେ ବ୍ୟବହୃତ ଆଙ୍ଗୁଳି ମୁଦ୍ରା ବିଶେଷ; ମହାମୁଦ୍ରା (ହିନ୍ଦୀ - ଶ) — A posture of the fingers during worship.
[ଦ୍ରଷ୍ଟବ୍ୟ —ଏଥିରେ ଦୁଇହାତର ବୁଢ଼ା ଆଙ୍ଗୁଠିକୁ ପରସ୍ପର ସଙ୍ଗେ ଛନ୍ଦି ଅନ୍ୟ ଆଙ୍ଗୁଠିମାନଙ୍କୁ ପଙ୍ଖା ପରି ମେଲାଇ ପ୍ରତିମାଙ୍କୁ ଦେଖାଇବାକୁ ହୁଏ ହିନ୍ଦୀ - ଶ. ]