Jump to content

ପରମୁଖାପେକ୍ଷୀ

ଉଇକିଅଭିଧାନ‌ରୁ

ପରମୁଖାପେକ୍ଷୀ

ଉଚ୍ଚାରଣ

[ସମ୍ପାଦନା]
(ପରମୁଖାପେକ୍ଷିଣୀ—ସ୍ତ୍ରୀ) 

(ପରମୁଖାପେକ୍ଷିତା—ବି)

ସଂସ୍କୃତ - ବିଶେଷଣ - ପୁଂ. (ପରମୁଖାପେକ୍ଷା+ଇନ୍; ୧ମା ୧ବ)

[ସମ୍ପାଦନା]

ଅପରର ସାହାଯ୍ୟ ବା ଆଦେଶପ୍ରତ୍ୟାଶୀ — Depending on another; subservient.