Jump to content

ପରମେଟା

ଉଇକିଅଭିଧାନ‌ରୁ

ପରମେଟା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ପାରାମା(ମେ)ଟା—ଅନ୍ୟରୂପ]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ପାରାମାଟ୍ଟା)

[ସମ୍ପାଦନା]

ଏକପ୍ରକାର ମୋଟଲୁଗା — Paramatta.

[ଦ୍ରଷ୍ଟବ୍ୟ —ଏଥିର ଟାଣୀ ସୂତା ତୂଳାର ଓ ଭରଣୀ ପଶମର ଏହା ମୋଟା ଓ ଚିକଣା କନା ଅଷ୍ଟ୍ରେଲିଆର ପରମାଟା ନାମକ ସ୍ଥାନରୁ ଆମଦାନି ହେଉଥିବା ମେଣ୍ଢାରୁମ (ପଶମ)ରୁ ଏ ଲୁଗା ଆଗେ ବୁଣା ଯାଉଥିଲା ବୋଲି ଏ ଲୁଗାର ଏହି ନାମ ରହିଅଛି—ହିନ୍ଦୀ - ଶ]