Jump to content

ପରମ୍ପର

ଉଇକିଅଭିଧାନ‌ରୁ

ପରମ୍ପର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ପରଂ+ପର)

[ସମ୍ପାଦନା]

ଧାରାବାହିକ; ଏକର ପର ଅନ୍ୟ — Successive; one after another.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଅନୁକ୍ରମ —୧. Succession.
୨. ଅଣନାତିର ପୁଅ; ପଣନାତି; ପ୍ରପୌତ୍ରର ପୁଅ — ୨. Great great grandson.
୩. ପୁତ୍ର, ପୌତ୍ର, ପ୍ରପୌତ୍ର, ପରପୌତ୍ରଆଦି, ବଂଶ; ସନ୍ତତି — ୩. Progeny; one's lineal dedcendants.
୪. ମୃଗମଦ; କସ୍ତୂରୀ (ହିନ୍ଦୀ - ଶ) —୪. Musk.
୫. ଏକପ୍ରକାର ହରିଣ —୫. A species of deer (M.W.).