ପରମ୍ପରା ଗତ
ଦେଖଣା
ପରମ୍ପରା ଗତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ପରମ୍ପରା+ଗତ; ଆଗତ)
[ସମ୍ପାଦନା]- ୧. ଯାହା ଧାରାବାହିକରୂପେ ଆସେ, ଘଟେ ବା ଚଳି ଆସୁଅଛି —୧. Successive; happening or come down in regular succession.
- ୨. ବଂଶାନୁଗତ —୨. Hereditary.
- ୩. ପିତୃପୈତାମହିକ; ବଂଶାନୁକ୍ରମେ ଆଗତ — ୩. Traditional; propagated from father to son for generations; descended in regular succesion.